ଚାହିଦାରେ ସମ୍ବଲପୁରୀ ଶ୍ରୀଗଣିତ ଶାଢ଼ି

ଭୁବନେଶ୍ବର: ସେଲିବ୍ରିଟିଙ୍କୁ ସମସ୍ତେ ଅନୁକରଣ କରନ୍ତି। ସେମାନଙ୍କ ଫେସନ୍‌, କେଶସଜ୍ଜା, ଅଙ୍ଗଭଙ୍ଗୀ, ଖାଦ୍ୟଶୈଳୀକୁ ଲୋକେ ଆପଣାଇବାକୁ ଚେଷ୍ଟା କରନ୍ତି। ଏହି କ୍ରମରେ ୨୦୨୦ ମସିହାରେ ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରର ପ୍ରମୋସନ୍ ବେଳେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ପିନ୍ଧିଥିବା ‘ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି’ର ଏବେ ବି ମହିଳାମାନଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ୍‌ ରହିଛି। ଅନ୍‌ଲାଇନ୍‌ ହସ୍ତତନ୍ତ ବ୍ୟବସାୟୀ ପ୍ରିୟଦର୍ଶନୀ ଚୌଧୁରୀ କହିଛନ୍ତି, ବିଦ୍ୟା ପିନ୍ଧିବା ପରେ ଏହି ଶାଢ଼ି … Continue reading ଚାହିଦାରେ ସମ୍ବଲପୁରୀ ଶ୍ରୀଗଣିତ ଶାଢ଼ି